ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

आपकी अभिरुचि के लिए धन्यवाद। Thanks for your interest

ସରକାରଙ୍କଦ୍ୱାରା ଏବଂ ସରକାରୀ ଆର୍ଥିକ ଅନୁଦାନରେ ପରିଚାଳିତ ସଂସ୍ଥାମାନଙ୍କଦ୍ୱାରା ପ୍ରସ୍ତୁତ ଜ୍ଞାନ ସାମଗ୍ରୀକୁ ସର୍ବସାଧାରଣଙ୍କ ନିମନ୍ତେ ଅନଲାଇନରେ ସଶକ୍ତ, ଆଦାନପ୍ରଦାନଯୋଗ୍ୟ, ବ୍ୟବହାର୍ଯ୍ୟ ସୁଲଭଭାବେ ଉପଲବ୍ଧ କରାଇବା ହେଉଛି ଭାରତବାଣୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଜାତୀୟ ପରାମର୍ଶଦାତା ସମିତି ଏବଂ ଜାତୀୟ ବୈଷୟିକ ପରାମର୍ଶଦାତା ସମିତିଙ୍କ ଦିଗଦର୍ଶନରେ ପରିଚାଳିତ ହେବ, ଏହା ବ୍ୟତୀତ ପ୍ରତ୍ୟେକ ଭାଷା ପାଇଁ ଏକ ଭାଷା ସମ୍ପାଦକ ସମିତି ରହିବେ । ମୁକ୍ତଜ୍ଞାନ ଆଦାନପ୍ରଦାନର ଏହି ସାମାଜିକ ଆନ୍ଦୋଳନରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଭାରତର ସମସ୍ତ ବ୍ୟକ୍ତି, ଏବଂ ଜ୍ଞାନ ସଂସ୍ଥାମାନଙ୍କୁ ସକ୍ରିୟ ଯୋଗଦାନ କରିବାକୁ ଆମନ୍ତ୍ରଣ କରୁଛି ।

भारतवाणी इस अनुभाग हेतु अधिक सामग्री जुटाने की प्रक्रिया में है। कृपया इन पृष्ठों को देखते रहें। आपकी अभिरुचि के लिए धन्यवाद।

Bharatavani is in the process of gathering more content in this section. Please keep visiting these pages. Thanks for your interest.

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App