ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789233234Next >

Abatement

ଛାଡ଼,ହ୍ରାସ,ଉପଶମନ

Abbreviation

ସଂକ୍ଷେପଣ, ସଂକ୍ଷିପ୍ତି

Abduction

ଅପହରଣ, ହରଣଚାଲ

Abeyance

ସ୍ଥଗିତ ଅବସ୍ଥା, ସ୍ଥଗନୟ

Ability

ସାମର୍ଥ୍ୟ, ଦକ୍ଷତା, ଯୋଗ୍ୟତା

Ab initio

ଆରମ୍ଭରୁ

Able

ସମର୍ଥ, କାର୍ଯ୍ୟକ୍ଷମ, ଦକ୍ଷ

Abnormal

ଅସ୍ୱାଭାବିକ

Abolition

ଉଚ୍ଛେଦିତ, ଲୋପକୃତ

Abolitionof post

ଉଚ୍ଛେଦିତ ପଦ

Above mentioned

ଉପରେ ଲିଖିତ

Above quoted

ଉପରେ ଉଦ୍ଦୃତ

Above said

ଉପରେ କଥିତ

Absence

ଅନୁପସ୍ଥିତି, ଅଭାବ, ଗର୍ହାଜିର

Absentee

ଅନୁପସ୍ଥତ ବ୍ୟକ୍ତି, ଅନ୍ୟତ୍ର ବାସୀ

Absenteeism

କାର୍ଯ୍ୟରୁ ଅନୁପସ୍ଥିତ ରହିବାର କୁ ଅଭ୍ୟାସ

Absentee statement

ଅନୁପସ୍ଥିତ ବ୍ୟକ୍ତିର ବିବୃତି

Absolute

ସଂପୂର୍ଣ୍ଣ, ଅନପେକ୍ଷିତ, ପରମ, ନିରଙ୍କୁଶ, ଅମିଶ୍ର, ନିର୍ଜଳ, ସ୍ୱତନ୍ତ୍ର, କାଏମ୍, ପକ୍କା

Absolute monopoly

ସପୂର୍ଣ୍ଣ ସ୍ୱଇଚ୍ଛା

Absolute ownership

ନିରଙ୍କୁଶ ମାଲିକାନା
< previous123456789233234Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App