ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Alertness

ସାବଧାନତା, ସତର୍କତା

Alias

ଉପନାମ, ଓରଫ, ବନାମ

Allegation

ଅଭିଯୋଗ, ଆରୋପ

Allegiance

ନିଷ୍ଠା, ରାଜନିଷ୍ଠା

Alliance

ସନ୍ଧି, ସମ୍ବନ୍ଧ, ମେଳ, ମୈତ୍ରୀ

Allied services

ସଶବର୍ଗୀୟ ସେବା

All inclusive cost

ସର୍ବ ସମେତ ମୂଲ୍ୟ

All India Services

ଆକାଶ ବାଣୀ

Allocation

ବଣ୍ଟନ, ବଣ୍ଟୁଆରା

Allotment

ଆବଣ୍ଟନ

Allotment letter

ଆବଣ୍ଟନ ଚିଠି, ଆବଣ୍ଟନ ପତ୍ର

Allottee

ଆବଣ୍ଟନଗ୍ରାହୀ

Allowable

ସମ୍ମତିଯୋଗ୍ୟ, ମଞ୍ଜୁର ଯୋଗ୍ୟ, ସ୍ୱୀକାର ଯୋଗ୍ୟ

Allowable expenses

ମଂଜୁରୀ ଯୋଗ୍ୟ ଖର୍ଚ୍ଚ, ସମ୍ମତି ଯୋଗ୍ୟ ବ୍ୟୟ

Allow an appeal

ପ୍ରାର୍ଥନା ମଂଜୁରୀ

Allowance

ଭତ୍ତା, ମାଫି, ଛାଡ଼

All rights reserved

ସର୍ବସ୍ୱତ୍ୱ ସଂରକ୍ଷିତ

Alphabetic order

ବର୍ଣ୍ଣାନୁକ୍ରମ

Altercation

ବୋଲାବୋଲି, ବିତଣ୍ତା ବିତର୍କ

Alternate

ଏକାନ୍ତର, ବିକଳ୍ପ, ପାଳିକରି

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App