ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Alternative

ବୈକଳ୍ପିକ, ଗତ୍ୟନ୍ତର, ବିକଳ୍ପ

Amalgamation

ମିଶ୍ରଣ

Amended draft

ସଂଶୋଧିତ ଚିଠା ଖସଡ଼ା

Amendment

ସଂଶୋଧନ

Amenity

ମୁଖ୍ୟ ସ୍ୱାଚ୍ଛିନ୍ଦ୍ୟ, ସୁବିଧା

Amicable

ମୈତ୍ରୀପୂର୍ଣ୍ଣ, ଆପୋଷ ସମ୍ମତ

Ammunition

ଗୋଳାବାରୁଦ, ଆସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ

Amortization of debt

ଋଣ ପରିଶୋଧନ

Amount

ପରିମାଣ, ମାତ୍ରା, ରାଶି

Amount of pension

ସେବାନି ବୃତ୍ତି ବେତନ ପରିମାଣ

Analogous post

ଏକ ସଦୃଶପଦ

Analysis

ବିଶ୍ଳେଷଣ

Analytical study

ବିଶ୍ଲେଷଶାତ୍ମ ଅଧ୍ୟୟନ

Ancestor

ପୂର୍ବପୁରୁଷ, ପୂର୍ବଜ

Ancillary industry

ଅନୁସଙ୍ଗୀ ଉଦ୍ୟୋଗ/ଶିଳ୍ପ

Animosity

ଶତ୍ରୁତା, ବିଦ୍ୱେଷ

Annexure

ସଂଯୁକ୍ତ ଗୃହ, ପରିଶିଷ୍ଟ

Anniversary

ବାର୍ଷିକୀ, ବାର୍ଷିକ ଉସ୍ଚବ

Announcement

ଘୋଷଣା

Annoyance

ବିରକ୍ତି

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App