ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Absorption

ବିଶୋଷଣ, ଅନ୍ତର୍ଭୁକ୍ତି

Abstract

ସାର ସଂଗ୍ରହ କରିବା, ସଂକ୍ଷେପ କରିବା, ସାର ସଂଗ୍ରହ, ଅମୂର୍ତ୍ତ, ନିଗୂଢ଼

Abstractstatement

ନିଗୂଢ଼ ବିବୃତି

Absurd

ଅଯୌକ୍ତିକ, ହାସ୍ୟକର, ଉଦ୍ଭଟ

Abundance

ପ୍ରାଚୁର୍ଯ୍ୟ

Abuse of power

କ୍ଷମତାର ଅପବ୍ୟବହାର

Abusive language

ଅପବ୍ୟବହାର ଭାଷା

Academic

ବିଦ୍ୟାଗତ, ସାରସ୍ୱତ, ଏକାଡେମିକ୍

Academic discussion

ତାତ୍ତ୍ୱିକ ଆଲୋଚନା

Academic leave

ସାର ସ୍ୱତ ଛୁଟି, ବିଦ୍ୟାଗତ ଛୁଟି

Academic qualification

ବିଦ୍ୟାଗତ ଯୋଗ୍ୟତା

Academic record

ବିଦ୍ୟାଗତ ତଥ୍ୟ, ବିଦ୍ୟାଗତ ନଥି, ବିଦ୍ୟାଗତ ସୂଚନା

Accede

ପ୍ରବେଶ କରିବା, ସ୍ୱିକାର କରିବା

Accept

ସ୍ୱିକାର କରିବା, ଗହଣ କରିବା

Acceptance

ସ୍ୱିକାର, ଗ୍ରହଣ, ଅନୁମୋଦନ

Acceptance of office

କାର୍ଯ୍ୟାଳୟର ଅନୁମୋଦନ

Acceptance of tender

ଟେଣ୍ଡର ଅନୁମୋଦନ

Access

ପ୍ରବେଶ, ପ୍ରବେଶ ସୁବିଧା, ପହଞ୍ଚି

Accession

ସଂଯୋଗ, ଅଭିଷେକ

Accessory

ଉପସାଧନ, ସହକାରୀ ସଂଯୋଗ, ଅତିରିକ୍ତ, ସାହାଯ୍ୟକାରୀ, ଆନୁଷଙ୍ଗିକ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App