ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Administrative measures

ପ୍ରଶାସନୀୟ ଅଟକଳ

Administrative power

ପ୍ରଶାସନୀୟ କ୍ଷମତା

Administrative sanction

ପ୍ରଶାସନୀୟ ମଞ୍ଜୁରୀ

Administrative technique

ପ୍ରଶାନିକ ପ୍ରଣାଳୀ, ପ୍ରଶାସନିକ କୌଶଳ

Administrative tribunal

ପ୍ରଶାସନୀୟ ନ୍ୟାୟାକରଣ ବା ଟ୍ରିବ୍ୟୁନାଲ

Admissibility

ବିଚାର ବା ଗ୍ରହଣ ଯୋଗ୍ୟ, ଗ୍ରହଣୀୟ

Admissible expenditure

ଗ୍ରାହ୍ୟ ବ୍ୟୟ

Admit

ସ୍ୱୀକାର କରିବା, ମାନିବା, ଗ୍ରହଣ କରିବା, ପ୍ରଦେଶ ଅନୁମତି ଦେବା, ପ୍ରବେଶାନୁମତି

Admit card

ପ୍ରବେଶ ପତ୍ର

Admitted

ସ୍ୱୀକୃତ, ପ୍ରବିଷ୍ଟ, ଦାଖଲ ହୋଇଥିବା, ଗୃହୀତ

Admonish

ଉପଦେଶ ଦେବା, ମନେ ପକାଇବା

Adoptee

ଦତ୍ତକ, ପୋଷ୍ୟପୁତ୍ର

Adoptor

ସଂରକ୍ଷକ, ଅବଲମ୍ବକ, ଦାୟାଦ ଗ୍ରହଣ

Adoption

ପୋଷ୍ୟ ଗହଣ, ପରିଗ୍ରହ, ଅଙ୍ଗୀକାର, ଅବଲମ୍ବନ

Adult

ବୟସ୍କ, ପ୍ରୌଢ଼, ଅଣସୈନିକ, ପ୍ରଶିକ୍ଷଣ ପରିକ୍ପନା

Adulteration

ଅପମିଶ୍ରଣ, ଭେଜାଲ

Adultery

ଜାରକର୍ମ, ବ୍ୟଭିଚାର, ପରଦାରା ଗମନ

Adult franchise

ବୟସ୍କ ମତାଧିକାର

Ad valorem duty

ମୂଲ୍ୟାନୁଯାୟୀ ଶୁଳ୍କ, ମୂଲ୍ୟାନୁଯାୟୀ

Advance

ଅଗ୍ରିମ, ଉନ୍ନତ, ବଇନା, ଅଗ୍ରିମ ଦାନ, ଉନ୍ନତି ସାଧନ କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App