ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Advance booking

ଅଗ୍ରିମ ସ୍ଥାନ ସଂରକ୍ଷଣ, ଅଗ୍ରୀମତାଲିକାଭୁକ୍ତ

Advance copy

ଅଗ୍ରିମ ନକଲ

Advanced increment

ଅଗ୍ରିମ ବେତନ ବୃଦ୍ଧି

Advance payment

ଅଗ୍ରିମ ଅର୍ଥପ୍ରଦାନ, ଅଗ୍ରିମ ଦେୟ

Adverse entry

ପ୍ରତିକୂଳ ପ୍ରବେଶ, ବିରୁଦ୍ଧ ଲେଖନ

Adverse remarks

ପ୍ରତିକୂଳ ମନ୍ତବ୍ୟ

Adverse report

ପ୍ରତିକୂଳ ରିପୋର୍ଟ/ବିବରଣୀ

Advertisement

ବିଜ୍ଞାପନ

Advice

ଉପଦେଶ, ସୂଚନା

Advice of payment

ଅର୍ଥପ୍ରଦାନ ସୂଚନା, ଦେୟ ସଂ ପନ

Advisory committee

ଉପଦେଷ୍ଟା କମିଟି

Advisory council

ଉପଦେଷ୍ଟା ପରିଷଦ

Advocate

ଓକିଲାତି କରିବା, ପକ୍ଷପୋଷଣ କରିବା, ଆଡଭୋକେଟ୍,ଅଧିବକ୍ତା

Affairs

ବ୍ୟାପାର, ମାମଲା, ପ୍ରେମ ସଂପର୍କ, ବିଷୟ, କାର୍ଯ୍ୟକଳାପ

Affidavit

ଶପଥ ପତ୍ର, ଆଫିଡେଭିଟ୍, ସତ୍ୟପାଠ

Affiliation

ସହବନ୍ଧନ, ଅଙ୍ଗୀକରଣ

Affirmation

ଦୃଢ଼ୀ କରଣ, ଶପଥ ପାଠପୁର୍ବ ଜମାଜ ବନ୍ଦୀ

Affirmative

ଆସ୍ତିବାଚକ. ଦୃଢ଼ତାସୂଚକ

Afford

ସକ୍ଷମ ହେବା, ସାମର୍ଥ୍ୟ, ଦେବା

Aforesaid

ପୂର୍ବୋକ୍ତ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App