ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Afresh

ପୁନରାତ୍ମ, ନୂତନ ଭାବରେ

Against

ବିରୋଧରେ, ପାର୍ଶ୍ୱରେ, ପ୍ରତିକୂଳରେ, ବିପକ୍ଷରେ, ତୁଳନାରେ

Age

ବୟସ, ଯୁଗ

Age certificate

ବୟସ ପ୍ରମାଣପତ୍ର

Age for suffrage

ମତାଧିକାର ବୟସ

Age limit

ବୟସ ସୀମା

Agency

ଏଜେନସି, ଅଭିକରଣ, ମାଳ ଅଞ୍ଚଳ, ମାଧ୍ୟମ

Agenda

କାର୍ଯ୍ୟସୂଚୀ

Age of retirement

ଅବସର ବୟସର, ସେବାନିବୃତ୍ତି ବୟସ

Age of superannuation

ସେବାନିବୃତ୍ତି ବୟସ

Aggregation

ଏକତ୍ରୀକରଣ, ସମଷ୍ଟି, ସମୁଚ୍ଚୟ

Aggrieved

ବ୍ୟଥିତ, କ୍ଷୁବ୍ଧ, ଅପମାନିତ

Agitation

ଆନ୍ଦୋଳିତ

AGM (annual general meeting)

ବାର୍ଷିକ ସାଧାରଣ ବୈଠକ

Agreement

ସମ୍ମତି, ରାଜିନାମା, ଐକ୍ୟ

Agreement form

ରାଜିନାମା ପତ୍ର, ଏକରାର-ନାମା

Agriculture

କୃଷି, ଚାଷ

Agro-industry

କୃଷି-ଉଦ୍ୟୋଗ, କୃଷି-ଶିଳ୍ପ

Aid

ସହାୟତା, ସାହାଯ୍ୟ

Alarm

ତ୍ରାସ, ବିପଦ ସଂକେତ, ଆଲାରମ୍

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App