ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Audio-visual display

ଶ୍ରାବଦୃଶ୍ୟ ପ୍ରଦର୍ଶନ

Audio-visual publicity

ଦୃଶ୍ୟ-ଶ୍ରାବ୍ୟ ପ୍ରସାର

Audit

ହିସାବ ତନଖି କରିବା, ସମୀକ୍ଷା କରିବା, ହିସାବ ତନଖି, ସମୀକ୍ଷା

Audited accounts

ସମୀକ୍ଷିତ ହିସାବ

Audited balance sheet

ସମୀକ୍ଷିତ ଜମାଖର୍ଚ୍ଚ ପର୍ଦ୍ଦ

Auditing

ସମୀକ୍ଷଣ

Audit objection

ସମୀକ୍ଷା ଆପତ୍ତି

Auditor’s report

ସମୀକ୍ଷକ ରୀପୋର୍ଟ

Auditorium

ପ୍ରେଷାଳୟ

Audit paragraph

ଲେଖା ପରୀକ୍ଷା ପାରା

Audit report

ସମୀକ୍ଷା ରିପୋର୍ଟ

Austerity

ସଂଯମ, କଠୋରତା, କର୍କଶତା

Austerity measures

ସଂଯୋମ ଉପାୟ, କଠୋର ଉପାୟ

Authentic

ପ୍ରାମାଣିକ, ଅସଲି

Authorised representative

ପ୍ରାଧିକୃତ ପ୍ରତିନିଧି

Authoritative

ପ୍ରାଧିକାରିକ ପ୍ରଭୁତ୍ୱବ୍ୟଂଜକ

Authority

ପ୍ରାଧିକରୀ, କର୍ତ୍ତୃପକ୍ଷ, ପ୍ରାଧିକାର, ନଜିର, ଶାସକ

Authority letter

ପ୍ରାଧିକାର ପତ୍ର

Authorized

ପ୍ରାଧିକୃତ, କ୍ଷମତା ପ୍ରାପ୍ତ

Authorized capital

ପ୍ରାଧିକୃକ ପୁଂଜୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App