ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Automatic

ସ୍ୱୟଂକ୍ରିୟା, ସ୍ୱୟଂଚାଳିତ

Autonomous

ସ୍ୱାୟତ୍ତ, ସ୍ୱୟଂଶାସିତ

Autonomous body

ସ୍ୱୟଂଶାସିତ ସଂସ୍ଥା

Autonomy

ସ୍ୱାୟତ୍ତତା, ସ୍ୱୟଂ ଶାସନ

Auxiliary

ସହାୟକ

Available

ଲଭ୍ୟ, ସହଜଲଭ୍ୟ

Average

ହାରାହାରି, ସାଧାରଣ, ମୋଟାମୋଟି

Average leave

ହାରାହାରି ଛୁଟି

Aversion

ବିମୁଖତା, ବିରକ୍ତି, ଅନିଚ୍ଚ୍ଥା

Avert

ରୋକିବା, ଏଡିବା

Avoid

ଦୂରେଇ ରହିବା, ପରିହାର କରିବା

Avoidance of tax

କରରୁ ବଂଚିତ

Awaited

ପ୍ରତିକ୍ଷିତ

Award

ଅଧିନିର୍ଣ୍ଣୟ, ପୁରସ୍କାର, ଅଧିନିର୍ଣ୍ଣୟ ଦେବା, ପ୍ରଦାନ କରିବା, ମଂଜୁର କରିବା

Awarding authority

ଅଧିନିର୍ଣ୍ଣୟ କତ୍ତୃପକ୍ଷ

Awareness

ଜାଗରୁକତା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App