ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Bulk

ସ୍ଥୂଳ ଫରମାସ

Bulk purchase

ସମୂହ କ୍ରୟ,ମୋଟା ଆକାରର ଖରିଦ

Bulletin

ଇସ୍ତାହାର, ବୁଲେଟିନ୍

Bumper crop

ପ୍ରଚୁର ଫସଲ

Bunching of vacancies

ରିକ୍ତ ପଦ ଗୁଚ୍ଛନ

Bungling

ଗୋଳମାଳ, ଗଡ଼ବଡ଼

Bureaucracy

ଆମଲାତନ୍ତ୍ର, ହାକିମ ତନ୍ତ୍ର

Bureaucrat

ହାକିମ, ଅମଲା

Business class

ବ୍ୟବସାୟୀ ବର୍ଗ

Business hours (= hours of business)

କାର୍ଯ୍ୟ ସମୟ

Businessman

ବ୍ୟବସୟୀ, ବେପାରୀ

Buy-back

ପ୍ରତି କ୍ରୟ

Buyer

କ୍ରେତା, କିଣାଳି

Bye election (by election)

ଉପ-ନିର୍ବାଚନ

By hand

ହାତକୁ ହାତ

By post

ଡ଼ାକରେ, ଡାକଦ୍ୱାରା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App