ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Bar council

ଓକିଲ ପରିଷଦ, ବାର କାଉନସିଲ

Bargain

ଦର କଷିବା, ମୂଲେଇବା, ଲାଭଜନକ ସଉଦା

Bargaining

ଦର କଷିବା

Barren land

ପଡ଼ିଆ ଭୂମି, ବନ୍ଧ୍ୟା ଭୂମି

Barter

ବଦଳ ବେପାର, ବଦଳ ବେପାର କରିବା

Base

ପାଦଦେଶ, ମୂଳ, ଆଧାର, ଆସ୍ଥାନ, ଘାଟି, ନିଧାନ, ନୀଚ

Baseless

ଅମୂଳକ, ଅନାଧାରିତ

Basement

ଭୂତଳ କୋଠରୀ

Base year

ଆଧାର ବର୍ଷ, ଭିତ୍ତି ବର୍ଷ

Basic

ମୌଳିକ, ଖାରିଆ, ଆଧାରଭୂତ

Basically

ମୂଳତ:

Basic intelligence

ମୌଳିକ ଆସୂଚନା

Basic pay

ମୂଳ ବେତନ

Basic scale of pay

ମୂଳ ବେତନ ମାନ

Basic training

ମୌଳିକ ତାଲିମପ୍ରାପ୍ତ ଶିକ୍ଷକ

Basis

ମୂଳ, ଭିତ୍ତି, ଆଧାର

Batch

ଦଳ ଦଫା, ବର୍ଗୀକରଣ କରିବା

Batch number

ଜନ ସଂଖ୍ୟା, ଦଳ ନମ୍ବର

Bearer cheque

ବାହକ ଚେକ୍

Before cited

ପୂର୍ବକଥିତ, ପୂର୍ବ ଉଦବୃତ୍ତ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App