ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Behaviour

ଆଚର, ଚାଲିଚଳନ, ବ୍ୟବହାର

Belief

ବିଶ୍ୱାସ, ଧାରଣା

Below par

ଅଳ୍ପ ମୂଲ୍ୟରେ

Bench

ନ୍ୟାୟଧୀଶ ଓ ଓକିଲ ମଣ୍ତଳୀ

Benchmark

ତଳ ଚିହ୍ନ, ମାନକ

Beneficial

ହିତକର, ଉପକାରୀ

Beneficiary

ହିତାଧିକାରୀ

Benefit

ହିତପ୍ରଦ ସ୍ୟାର୍ଥ

Benefit of doubt

ସନ୍ଦେହ ହେତୁ ଫାଇଦା, ସନ୍ଦେହ ହେତୁ ଦୋଷ ମୁକ୍ତି

Benevolence

ହିତକାରୀତା

Benevolent fund

ହିତକାରୀ ସମାଜ

Bequeath

ଉଇଲ୍ କରିବା

Bequest

ଉଇଲ୍ ଦାନ, ଉଇଲ୍ ସମ୍ପତ୍ତି

Bereaved

ଶୋକସନ୍ତପ୍ତ

Best endeavours

ସର୍ବୋକୃଷ୍ଟ ଉଦ୍ୟମ

Betterment

ଉନ୍ନତି

Bias

ପକ୍ଷପାତିତା, ଆସକ୍ତି

Biased opinion

ପୁଟାଗ୍ରହ ମତାମତ

Bibliography

ଗ୍ରନ୍ଥ-ସୂଚୀ

Biennial

ଦ୍ୱିବାର୍ଷିକ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App