ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Borrowing power

ଉଧାର ନେବା ଶକ୍ତି

Boss

ମୁନିବ, ହାକିମ, କର୍ତ୍ତା, ପ୍ରଭୁତ୍ୱ ଜାରି କରିବା

Bottleneck

ଅନ୍ତରାୟ, ବାଧା

Bracket

ବନ୍ଧନୀ, ନାଗଦନ୍ତ, ବ୍ରାକେଟେ, ବନ୍ଧନୀରେ ରଖିବା

Boundary

ସୀମା

Boycott

ବହିଷ୍କାର

Brain drain

ପ୍ରତିଭା ପ୍ରବାସ, ପ୍ରତିଭା ପଳାୟନ

Branch office

ଶାଖା କାର୍ଯ୍ୟାଳୟ

Breach

ଫାଟ, ଭଙ୍ଗ, ଘାଇ, ଭଙ୍ଗ କରିବା, ବାଟ ଭାଙ୍ଗିବା

Breach of agreement

ରାଜିନାମା ଭଙ୍ଗ

Breach of confidence

ଆସ୍ଥା ଭଙ୍ଗ

Breach of contract

ଚୁକ୍ତି ଭଙ୍ଗ

Breach of discipline

ଶୃଙ୍ଖଳା ଭଙ୍ଗ

Breach of law

ବିଧି ଭଙ୍ଗ, ଆଇନ ଭଙ୍ଗ

Breach of peace

ଶାନ୍ତି ଭଙ୍ଗ

Breach of privilege

ସ୍ୱାଧିକାର ଭଙ୍ଗ

Breach of promise

ବଚନ ଭଙ୍ଗ

Breach of rule

ନିୟମ ଭଙ୍ଗ

Breach of trust

ପ୍ରତ୍ୟୟ ଭଙ୍ଗ

Breakage

ଭଙ୍ଗ, ଭଙ୍ଗା ଜିନିଷପାଇଁ କ୍ଷତିପୂରଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App