ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Break down

ସ୍ୱାସ୍ଥ୍ୟଭଙ୍ଗ, ଭଙ୍ଗ, (ଜାନବାହନ) ଅଚଳତା, ଯ଼ାନ୍ତ୍ରିକ ଗଣ୍ତଗୋଳ

Break in service

ସେବାରେ ସମାଧାନ

Break-up

ବିଭାଜନ, ଉଚ୍ଛେଦ

Breed

ଆଭିଜାତ, ବଂଶବୃଦ୍ଧ, ବିସ୍ତାର, ପ୍ରସବ, ପ୍ରସବ କରିବା, ବଢାଇବା

Bribe

ଲାଞ୍ଚ, ଘୁସ, ଲାଞ୍ଚଦେବା, ଘୁସଦେବା

Brief

ସଂକ୍ଷେପ ଲେଖନ, ଓକିଲ ନିଯୁକ୍ତ କରିବା,ସ୍ୱଳ୍ପ, ସଂକ୍ଷିପ୍ତ, କ୍ଷଣସ୍ଥାୟୀ

Briefing

ସଂକ୍ଷିପ୍ତ ସୂଚନା, ସାରାଂଶ

Brief resume

ସାରାଂଶ

Brilliant record

ବିଚକ୍ଷଣ କୀର୍ତ୍ତିମାନ୍, ଶ୍ରେଷ୍ଠତମ କୃତିତ୍ୱ, ଉଜ୍ଜ୍ୱଳ ରେକର୍ଡ଼

Bring into notice

ଧ୍ୟାନ ଆକଷିକ କରନା

Broadcast

ପ୍ରସାର କରିବା, ବୁଣିବା, ପ୍ରସାରଣ

Broadsheet

ପ୍ରଶସ୍ତ ଫର୍ଦ୍ଦ

Brochure

ବିବରଣିକା, ତଥ୍ୟ ପୁସ୍ତିକା

Brokerage

ଦଲାଲି

Brought forward (b/f)

ଅଗ୍ରେନୀତ

Budget allocation

ବଜେଟ ବଣ୍ଟନ

Bugetary control

ବଜେଟ ନିୟନ୍ତ୍ରଣ

Budget estimate

ବଜେଟ୍ ଅଟକଳ, ଆୟବ୍ୟୟ ଅଟକଳ

Budget provision

ବଜେଟ୍ ବ୍ୟବସ୍ଥା

Building

କୋଠା, ଭବନ, ନିର୍ମାଣ କରିବା, ଆସ୍ଥା ରଖିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App