ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Culprit

ଦୋଷୀ, ଅପରାଧୀ

Cultivation

ଚାଷ, କୃଷି

Cultural exchange programme

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

Cumulative

କ୍ରମବର୍ଦ୍ଧିଷ୍ଣୁ, ସାମୂହିକ

Currency

ପ୍ରଚଳିତ ମୁଦ୍ରା

Currency exchange

ମୁଦ୍ରା ବିନିମୟ

Currency note

କରେନ୍ସି ନୋଟ, ପ୍ରଚଳିତ ନୋଟ

Current

ପ୍ରବାହ, ଚଳିତ, ଚାଲୁ

Current account

ଚାଲୁହିସାବ, ଚାଲୁ ଖାତା

Current duties

ଚଳିତ କର୍ତ୍ତବ୍ୟ

Current session

ଚଳିତ ଅଧିବେଶନ

Curriculum vitae (cv)

ଜୀବନ ବୃତ୍ତ

Curtail

କାଟିବା, ଛୋଟ କରିବା, କମ୍ କରିବା

Custodian

ଅଭିରକ୍ଷକ, ଜିମାଦାର, ନ୍ୟାସୀ

Custody

ଅଭିରକ୍ଷା, ହାଜତ, ଜିମା, ମାର୍ଫତ

Custom

ଲୋକାଚାର, ପ୍ରଥା, ସୀମା, ଶୁଳ୍କ, ଆମଦାନୀ ଶୁଳ୍କ

Custom(s)

ଲୋକାଚାର, ପ୍ରଥା, ସୀମା, ଶୁଳ୍କ, ଆମଦାନୀ ଶୁଳ୍କ

Customary

ଲୋକଚାରସିଦ୍ଧ, ପ୍ରଥାନୁଯାୟୀ, ପ୍ରଥାନୁମୋଦିତ

Customary procedure

ପ୍ରଥା ପ୍ରକ୍ରିୟା, ଲୋକାଚାର ପ୍ରକ୍ରିୟା

Custom duty

ସୀମା ଶୁଳ୍କ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App