ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ceiling (as of “price”)

ଛାତତଳ, ସିଲିଂ, ସର୍ବୋଚ୍ଚ ସୀମା,ଉ

Celebration

ଉତ୍ସବ, ଉତ୍ସବ ପାଳନ, ସମାରୋହ

Cell phone

ସେଲ ଫୋନ

Censor

ଦୋଷ ବିଚାରକ, ସେନ୍ସର, ଆପତ୍ତିଜନକ ବିଷୟ ଯାଞ୍ଚ କରିବା

Censure

ନିନ୍ଦା, ନିନ୍ଦା କରିବା

Censure motion

ନିନ୍ଦା ପ୍ରସ୍ତାବ

Census

ଜନଗଣନା

Central cess

କେନ୍ଦ୍ରୀୟ ଉପକର

Central civil service (CCS) rules

କେନ୍ଦ୍ରୀୟ ସିଭିଲ ସେବା

Central excise

କେନ୍ଦ୍ରୀୟ ଉତ୍ପାଦ ଶୁଳକ

Central government

କେନ୍ଦ୍ର ଶାସନ, କେନ୍ଦ୍ର ସରକାର

Centralization

କେନ୍ଦ୍ରୀ କରଣ

Centralized service

କେନ୍ଦୀକୃତ ସେବା

Centrally funded scheme

କେନ୍ଦ୍ରୀୟ ପୋଷିତ ଯୋଜନା

Centrally sponsored scheme

କେନ୍ଦ୍ରୀୟପ୍ରାତ୍ସୋଜିତ ଯୋଜନା

Central office

କେନ୍ଦ୍ରୀୟ କାର୍ଯ୍ୟାଳୟ

Central revenues

କେନ୍ଦ୍ରୀୟ ରାଜସ୍ୱ

Central sales tax

କେନ୍ଦ୍ରୀୟ ବିକ୍ରୀକର

Centre

କେନ୍ଦ୍ର, ମଧ୍ୟବର୍ତ୍ତୀ, କେନ୍ଦ୍ରସ୍ଥ

Century

ଶତାଦ୍ଦୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App