ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Children education allowance

ସନ୍ତାନ ଶିକ୍ଷା ଭତ୍ତା

Child exploitation

ଶିଶୁ ଶୋଷଣ

Child labour

ଶିଶୁ ଶ୍ରମିକ

Child welfare

ଶିଶୁ କଲ୍ୟାଣ

Chronic

ପୁରାତନ ରୋଗ, ଦୀର୍ଘକାଳ ସ୍ଥାୟୀ, କଷ୍ଟଦାୟକ

Chronological order (=chronological sequence)

କାଳକ୍ରମ

Circle

ମଣ୍ତଳ, ବୃତ୍ତ

Circuit house

ସର୍କିଟ୍ ହାଉସ, ଗସ୍ତକାରୀ ସରକାରୀ, କର୍ମଚାରୀଙ୍କ ବିଶ୍ରାମ ଭବନ

Circular (=circular letter)

ପରିପତ୍ର ଚିଠି

Circulation

ପ୍ରବଳନ, ସଂଚାଳନ, ପ୍ରସାର, ବିସ୍ତାର

Circumstance

ପରିସ୍ଥିତି

Circumstantial evidence

ପରିସ୍ଥିତି-ଗତ ସାକ୍ଷ୍ୟ

Citation

ଗୁଣୋଲ୍ଲେଖ, ନିଜର, ତଲବନାମା, ଉଦ୍ଧୃତ

Citizenship

ନାଗରିକତା

City compensatory allowance

ନଗର ପ୍ରତିକର ଭତ୍ତା

Civic amenities

ନାଗରିକ ସୁବିଧା

Civil

ବେସାମରିକ, ସିଭିଲ୍, ପୌର, ଶିଷ୍ଟ, ଦେବାନି, ବୈଧାନିକ

Civil code

ଦେବାନି ସଂହିତା

Civil defence

ବେସାମରିକ ପ୍ରତିରକ୍ଷା

Civil list

ବେସାମରିକ ଅଧିକାରୀ ତାଲିକା, ଉଚ୍ଚ ପାହ୍ୟା କର୍ମଚାରୀଙ୍କ ତାଲିକା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App