ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Civil marriage

ବୈଧାନିକ ବିବାହ, ଆଇନସମ୍ମତ ବିବାହ

Civil procedure code

ସିଭିଲ ପ୍ରକ୍ରିଯା ସଂହିତା

Civil service

ସରକାରୀ ଚାକିରି

Civil suit

ଦେବାନି ମକଦ୍ଦମା

Civil supplies

ନାଗରିକ ପୁର୍ତ୍ତ

Civil war

ଗୃହ ଯୁଦ୍ଧ

Claim

ଦାବି, ଦାବି କରିବା

Claimant

ଦାବିଦାର

Claim form

ଦାବି ଫର୍ମ

Claim for refund

ଫେରସ୍ତ ଦାବୀ

Clarification

ସ୍ପଷ୍ଟୀକରଣ

Class

ଶ୍ରେଣୀ, ଜାତିଆ, ଶ୍ରେଣୀୟ

Classified advertisement

ବର୍ଗୀକୃତ ବିଜ୍ଞାପନ

Classified documents

ବର୍ଗୀକୃତ ଦସ୍ତାବେଜ

Classified information

ବର୍ଗୀକୃତ ସୂଚନା

Classify

ଶ୍ରେଣୀକୃତ, ବର୍ଗୀକୃତ

Classwise

ଶ୍ରେଣୀବାର, ବର୍ଗବାର

Clause

ଖଣ୍ଡବାକ୍ୟ, ବାକ୍ୟାଂଶ,ଦଫା, ଧାରା

Clearance

ନିକାସ, ନିଷ୍କାସନ, ପରିଷ୍କରଣ, ଅନୁମୋଦନ

Clear vacancy

ସ୍ପଷ୍ଟ ଶୂନ୍ୟସ୍ଥାନ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App