ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Clerical

କିରାଣୀୟ, ଲେଖନ ସମ୍ୱନ୍ଧୀୟ, ଲେଖାଗତ

Clerical cadre

କିରାଣୀ ସବର୍ଗ

Clerical error

କିରାଣୀ ତୃଟି

Clerical staff

କିରାଣୀବୃନ୍ଦ

Clerical work

କିରାଣୀୟ କାର୍ଯ୍ୟ୍

Client

ଗରାଖ, ମହକିଲ

Cloak room

ଅମାନତୀ ସାମାନ ଘର, ଜିନିଷପତ୍ର, ଜମା ରଖିବା ଘର

Close of the year

ବର୍ଷ ସମାପ୍ତ

Closing balance

ଅନ୍ତିମ ଅବଶେଷ, ଶେଷାବଶେଷ

Closing date

ଅନ୍ତିମ ତାରିଖ

Closure

ସମାପ୍ତି

Clue

ସୂତ୍ର, ରହସ୍ୟାର ଖିଅ

Co (as in ‘co-chairman’)

ସହ, ଉପ

Co-accused

ସହ-ଅଭିଯୁକ୍ତ

Coaching

ଅନୁଶିକ୍ଷଣ, ଘରୋଇ ଶିକ୍ଷାଦାନ

Coalition government

ମିଳିତ ସରକାର

Code

ସଂହିତା, ବିଧି ଗ୍ରନ୍ଥ, ସଙ୍କେତ ଲିପି, କୂଟ ଲିଖନ, ସଙ୍କେତ ଦେବା

Code number

ସଙ୍କେତିକ ନମ୍ବର

Code of conduct

ଆଚରଣ ବିଧି, ଆଚରଣ ସଂହିତା

Code word

ସଙ୍କେତ ଶଦ୍ଦ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App