ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567892627Next >

Cabin baggage

କେବିନ ଆସବାବପତ୍ର

Cabinet

ମନ୍ତ୍ରୀମଣ୍ଡଳ, କ୍ଷୁଦ୍ର କକ୍ଷ, ଥାକଯୁକ୍ତ ଆଲମାରି, କ୍ୟାବିନେଟ୍

Cadre

ସଂବର୍ଗ, କର୍ମଚାରୀ ଗୋଷ୍ଠୀ, ଶ୍ରେଣୀ, ପଦବୀ, କ୍ୟାଡର୍

Calamity

ଦୁର୍ବିପାକ, ବିତ୍ପାତ

Calculation

ଗଣନା, ପରିକଳନ, ହିସାବ

Calendar year

ପଞ୍ଜିବର୍ଷ

Campaign

ପ୍ରଚାର, ଅଭିଯାନ

Campus

ବିଦ୍ୟା ବିହାର/ପ୍ରାଙ୍ଗଣ, କ୍ୟାମ୍ପସ୍

Campus interview

ପରିସର ସାକ୍ଷାତକାର

Cancel

ରଦ୍ଦ କରିବା, ବାତିଲ କରିବା

Cancellation

ରଦ୍ଦକରଣ, ବାତିଲ, ରହିତ,ପ୍ରତ୍ୟାହାର

Candidate

ପ୍ରାର୍ଥୀ, ପରୀକ୍ଷାର୍ଥୀ

Candidature

ପ୍ରାର୍ଥିତ୍ୱ

Canvassing

ଭୋଟ ପ୍ରାର୍ଥନା, କୁହାପୋଛା

Capability

ପାରଙ୍ଗମ, ଦକ୍ଷତା, ସାମର୍ଥ୍ୟ

Capable

ପାରଙ୍ଗମ, ସମର୍ଥ, ଦକ୍ଷ, ପରିବାର

Capacity

ଧାରଣ ଶକ୍ତି, ବୈଧାନିକ ଦକ୍ଷତା, ଉତ୍ପାଦନ କ୍ଷମତା

Capital

ରାଜଧାନୀ, ପୁଞ୍ଜି, ମୂଳଧନ, ମୁଖ୍ୟ, ପ୍ରଧାନ, ବଡ଼, ମାରାତ୍ମକ, କ୍ଷତିକାରକ

Capital expenditure

ପୁଂଜିଗତ ବ୍ୟୟ

Capital punishment

ମୃତ୍ୟୁଦଣ୍ଡ
< previous1234567892627Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App