ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Drastic measure

କଠୋର ଉପାୟ

Draw

ଆଙ୍କିବା, ଟାଣିବା, ଉଠାଇବା, ଲିପିବଦ୍ଧ କରିବା, ଅମୀମାଂସିତ ଶେଷ(ଖେଳ), ଉଠାଣ (ଲଟେରୀ)

Drawer

ଟଣାଡାଲା, ହୁଣ୍ଡିଦାତା, ଉତ୍ତୋଳକ, ଜଙ୍ଘିଆ, ଟଣାଳି

Drawing

ଚିତ୍ରାଙ୍କନ, ରେଖାଚିତ୍ର, ଆହରଣ

Drought

ଅନାବୃଷ୍ଟି, ଜଳାଭାବ, ମରୁଡ଼ି

Dry promotion

ଲାଭହୀନ ପଦୋନ୍ନତି

Dual charge

ଦ୍ୱିବିଧ, ଦ୍ୱିବିଧ ପ୍ରଭାର

Dual citizenship

ଦ୍ୱି ନାଗରିତା, ଦ୍ୱୈତ ନାଗରିତା

Due

ଦେଣା, ପାଉଣା, ଯଥୋଚିତ, ସମ୍ୟକ୍, ଦେଣା ରାଶି, ପାଉଣା ରାଶି

Due diligence

ସମ୍ୟକ୍ ତତ୍ପରତା

Dues

ପାଉଣା, ଦେୟରାଶି

Duly

ଯଥାବିଧି, ସମ୍ୟକ୍ ରୂପେ

Duplicate

ଦୋହରା, ଦ୍ୱିଗୁଣ, ପ୍ରତିରୂପ, ପ୍ରତିଲିପି, ଦ୍ୱିଗୁଣ କରିବା, ପ୍ରତିରୂପ କରିବା

Duration

କାଳାବଧି, କାର୍ଯ୍ୟକାଳ

Duress

ବଳପ୍ରୟୋଗ

Duty

କର୍ତ୍ତବ୍ୟ, ଶୁଳ୍କ

Duty allowance

କର୍ତ୍ତବ୍ୟ ଭତ୍ତା

Duty chart

କର୍ତ୍ତବ୍ୟ ତାଲିକା, ଡିଉଟି ଚାର୍ଟ

Duty leave

କାର୍ଯ୍ୟାର୍ଥ ଛୁଟି,

Duty room

କାର୍ଯ୍ୟ-କୋଠରୀ, ଡିଉଟି ରୁମ୍

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App