ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Dearness allowance

ମହଙ୍ଗା ଭତ୍ତା

Death benefit

ମୃତ୍ୟୁ ହିତଲାଭ

Death-cum-retirement gratuity

ମୃତ୍ୟୁ ତଥା ଅବସର ଗ୍ରହଣ

Death in service

ସେବା ଅବଧି ମୃତ୍ୟୁ

Deauthorizatioin

ପ୍ରାଧିକାର ନିରସ୍ତ

Debar

ବଞ୍ଚିତ କରିବ, ବହିଷ୍କାର କରିବା,

Debit

ବିକଳନ, ଖର୍ଚ୍ଚ, ଖର୍ଚ୍ଚ ପୃଷ୍ଠା, ଖର୍ଚ୍ଚ ଲେଖିବା

Debit advice

ଖର୍ଚ୍ଚ ପରାମର୍ଶ, ବିକଳନ ସଂଜ୍ଞାପନ

Debt

ଋଣ, କରଜ, ଦେଣା

Debt management

ଋଣ ପ୍ରବନ୍ଧନ

Debtor

ଋଣୀ, ଖାତକ

Deceased

ପରଲୋକଗତ, ମୃତ

Decency

ଶାଳୀନତା, ଶିଷ୍ଟତା

Decentralization

ବିକେନ୍ଦ୍ରୀ କରଣ

Deciding factor

ନିର୍ଣ୍ଣାୟକ କାରଣ

Decision

ନିଷ୍ପତ୍ତି, ସିଦ୍ଧାନ୍ତ, ନିର୍ଣ୍ଣୟ

Decision making

ନିର୍ଣ୍ଣୟନ

Decision making process

ନିର୍ଣ୍ଣୟନ ପ୍ରକ୍ରିୟା

Declaration

ଘୋଷଣା, ପ୍ରଚାର

Declaration of income

ଆୟର ଘୋଷଣା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App