ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Despatch

ପ୍ରେରଣ, କ୍ଷିପ୍ରତା, ପ୍ରେରିତ ପତ୍ର, କାର୍ଯ୍ୟ ସାରିବା, ପ୍ରେରଣ କରିବା, ବଧ କରିବା, ବହିଃ ପ୍ରେରଣ କରିବା

Despatch note

ପ୍ରେରଣ ପତ୍ର

Despatch register

ପ୍ରେରଣ ରେଜିଷ୍ଟର

Destination

ଗନ୍ତବ୍ୟ ସ୍ଥାନ, ଲକ୍ଷ୍ୟ ସ୍ଥଳ

Destitute

ଅଭାଗଗ୍ରସ୍ତ, ନିରାଶ୍ରୟ

Detail

ପୁଙ୍ଖାନୁପୁଙ୍ଖ ବିବରଣ, ବିଶଦ ବିବରଣ, ବିସ୍ତାରିତ ବିବରଣ

Detailed

ବିସ୍ତୃତ, ବିଶଦ, ପୁଙ୍ଖାନୁପୁଙ୍ଖ

Detect

ସନ୍ଧାନ କରିବା

Detention

ଅଟକ, ଡେରି, ନଜରବନ୍ଦୀ

Detenu

ଅଟକବନ୍ଦୀ

Determination

ସଂକଳ୍ପ, ଦୃଢ଼ ପ୍ରତିଜ୍ଞା, ଅବଧାରଣ, ସମାପନ

Deterrence

ନିବୃତ୍ତିକରଣ

Detriment

କ୍ଷତି

Detrimental

କ୍ଷତିକାରକ

Devaluation

ମୂଲ୍ୟହ୍ରାସ, ଅବମୂଲ୍ୟାୟନ

Devastation

ସର୍ବନାଶ, ବିଧ୍ୱଂସ

Development

ବିକାଶ, ଉନ୍ନୟନ

Deviate

ଭିନ୍ନ ହେବା, ପଥଚ୍ୟୁତ ହେବା

Device

ଫନ୍ଦି, ଉପକରଣ, ସାଧନ

Devotion

ନିଷ୍ଠା, ଅନୁରକ୍ତି, ସମର୍ପଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App