ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891617Next >

Daily

ଦୈନିକ, ପ୍ରତ୍ୟହ, ପ୍ରତିଦିନ, ଦୈନିକ ସମ୍ୱାଦପତ୍ର

Daily allowance

ଦୈନିକ ଭତ୍ତା

Daily diary

ଦୈନିକ ଡାଇରି, ଦିନଲିପି

Daily register

ଦୈନିକ ରେଜିଷ୍ଟର

Daily report

ଦୈନିକ ବିବରଣୀ

Daily routine

ଦୈନିକ କାମ

Daily wages

ଦୈନିକ ମଜୁରି

Dak stage

ଡାକ ସ୍ତର

Dak tray

ଡାକଟ୍ରେ

Damage

କ୍ଷତି, ଲୋକସାନ, କ୍ଷତି କରିବା,

Damages

ଖେସରା, ଖେସାରତ

Dangerous

ବିପଜ୍ଜନକ, ବିପଦସଙ୍କୁଳ

Daring

ନିର୍ଭୀକ, ସାହସୀ, ନିର୍ଭୀକତା, ସାହସିକତା, ସାହସ

Data

ତଥ୍ୟାବଳୀ, ଦତ୍ତ-ତଥ୍ୟ

Data bank

ତଥ୍ୟାବଳୀ ବ୍ୟାଙ୍କ

Data base

ସଂଗଣକ(କଂପ୍ୟୁଟର)ରେ ଶୃଙ୍ଖଳିତ ଭାବେ ରକ୍ଷିତ ସ୍ୱୀକୃତ ବିଷୟ, ଡାଟା ପ୍ରସେସିଂ, ତଥାବଳୀ ପ୍ରସେସିଂ

Data collection

ତଥ୍ୟବଳୀ ସଂଗ୍ରହ

Data feeding

ତଥ୍ୟାବଳୀ ଯୋଗାଣ, ତଥ୍ୟାବଳୀ ଫିଡିଂ

Data processing

ଦତ୍ତ ବିଷୟ ଅନୁଶୀଳନ ପାଇଁ ସ୍ୱୟଂକ୍ରିୟ ପଦ୍ଧତି, ଡାଟା ପ୍ରସେସିଂ

Date

ତାରିଖ, ଖଜୁରୀ, ତାରିଖ ନିରୂପଣ କରିବା, କାଳ ଗଣନା କରିବା
< previous1234567891617Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App