ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Export

ରପ୍ତାନି

Ex-post facto

କାର୍ଯ୍ୟୋତ୍ତର, ପୂର୍ବ ପ୍ରଭାବୀ

Express

ଦ୍ରୁତଗାମୀ ଗାଡ଼ି, ବ୍ୟକ୍ତ, ତ୍ୱରିତ, ଦ୍ରୁତ

Expression

ଅଭିବ୍ୟକ୍ତି, ପଦସଂହତି, ଭାବପ୍ରକାଶ, କଳାତ୍ମକ ପ୍ରକାଶଭଙ୍ଗୀ

Expulsion

ବହିଷ୍କାର, ବିତାଡନ

Expunge

କାଟିଦେବା, ବାଦ୍ ଦେବା

Extend

ସମ୍ପ୍ରସାରଣ କରିବା

Extent

ବିସ୍ତାର, ମାତ୍ରା, ବ୍ୟାପ୍ତି

External

ବାହ୍ୟ, ବହିଃ

Extortion

ବଳପୂର୍ବକ ଗ୍ରହଣ, ବଳପୂର୍ବକ ଆଦାୟ, ଉତ୍ପୀଡ଼ନ

Extra

ଅଧିକ, ଅନ୍ୟତର, ଅତିରିକ୍ତ

Extract

ଉଦ୍ଧୃତ କରିବା, ନିଃସାରଣ କରିବା, ନିଗାଡିବା, ବଳପୂର୍ବକ ନେବା, ବାହାର କରିବା, ନିର୍ଯ୍ୟାସ, ଉଦ୍ଧୃତ, ଉଦ୍ଧୃତାଂଶ

Extraordinary

ଅସାଧରଣ, ବିଶେଷ ଭାବେ ନିଯୁକ୍ତି, ଅତିରିକ୍ତ

Extravagant

ଅମିଚବ୍ୟୟୀ, ଅତ୍ୟଧିକ

Extremist

ଚରମପନ୍ଥୀ

Extrovert

ବହିର୍ମୁଖୀ, ମନଖୋଲା, ମିଳାମିଶା ପ୍ରିୟ, ମେଳାପୀ

Eye witness

ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ, ଆଖିଦେଖା ସାକ୍ଷୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App