ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Efficacy

ସାମର୍ଥ୍ୟ, ପ୍ରଭାବକାରିତା

Efficiency

ଦକ୍ଷତା

Efficient

କାର୍ଯ୍ୟଦକ୍ଷ, କାର୍ଯ୍ୟକୁଶଳ

Ejectment

ବିହିଷ୍କରଣ

Elaborate

ସବିସ୍ତାର, ଯତ୍ନସିଦ୍ଧ

Elapse

ବତିଯିବା, ଅତୀତ ହେବା

Elected representative

ନିର୍ବାଚିତ ପ୍ରତିନିଧି

Election

ନିର୍ବାଚନ

Electoral college

ନିର୍ବାଚକଗଣ

Electorate

ନିର୍ବାଚନ କ୍ଷେତ୍ର, ନିର୍ବାଚନ ମଣ୍ଡଳ

Electrification

ବିଦ୍ୟୁତୀକରଣ

Electronic media

ସଂଚାର ମାଧ୍ୟମ, ପ୍ରସାରଣ ମାଧ୍ୟମ

Elementary

ପ୍ରାଥମିକ, ମୌଳିକ

Eligibility

ଯୋଗ୍ୟତା, ବରଣୀୟତା, ବାଞ୍ଛନୀୟତା

Eligibility test

ଯୋଗ୍ୟତା ପରୀକ୍ଷଣ

Elimination

ନିରାକରଣ, ଅପସାରଣ

Eloquence

ବାଗ୍ମିତା

Embarrass

ଋଣଗ୍ରସ୍ତ କରାଇବା, ଅଡ଼ୁଆରେ ପକାଇବା, ହଇରାଣ କରିବା

Embezzlement

ଆତ୍ମସାତ୍କରଣ

Emblem

ପ୍ରତୀକ, ସଙ୍କେତ, ନିଦର୍ଶନ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App