ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Embossing seal

ଉଠାହୁଆ ମୋହର

Emergency

ଆପତ୍କାଳ, ଜରୁରୀ ଅବସ୍ଥା, ଆଶୁ

Emergency relief

ଆପାତକାଳୀନ ରିଲିଫ, ଆଶୁ ରିଲିଫ

Emergent

ଉଦ୍ଗମନଶୀଳ

Emigration

ସ୍ୱଦେଶ ତ୍ୟାଗ

Emoluments

ପରିଲାଭ, ଭୂତି

Empanelment

ତାଲିକାଭୁକ୍ତ

Empathy

ସମାନୁଭୂତି

Employ

ନିୟୋଜନ କରିବା, କାମରେ ଲଗାଇବା, ନିୟୋଜନ

Employee

କର୍ମଚାରୀ, ବେତନପ୍ରାପ୍ତ କର୍ମଚାରୀ

Employee participation

କର୍ମଚାରୀ ସହଭାଗୀତା

Employee’s contribution

କର୍ମଚାରୀ ଅଂଶଦାନ

Employees provident fund

କର୍ମଚାରୀ ଭବିଷ୍ୟନିଧି

Employer

ନିୟୋଜକ, ନିଯୋକ୍ତା

Employment

ନିୟୋଜକ, କର୍ମଯୋଗାଣ

Employment exchange

କର୍ମଯୋଗାଣ ସଂସ୍ଥା, କର୍ମନିୟୋଜନ କାର୍ଯ୍ୟାଳୟ

Employment notice

କର୍ମଯୋଗାଣ ସୂଚନା, କର୍ମ ଯୋଗାଣ ବିଜ୍ଞପ୍ତି

Employment office

କର୍ମଯୋଗାଣ କାର୍ଯ୍ୟାଳୟ

Empower

କ୍ଷମତା ଦେବା, ଅଧିକାର ଦେବା

Empowerment

କ୍ଷମତାପନ୍ନ କରିବା, ଅଧିକାର ଦେବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App