ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Enrolment number

ନାମଲେଖା ଅଙ୍କ

En route

ମାର୍ଗରେ, ବାଟରେ

Ensuing

ଆଗାମୀ, ଆସନ୍ତା

Ensure

ସୁନିଶ୍ଚିତ କରିବା

Enter

ପ୍ରବେଶ କରିବା, ପଶିବା, ଦରଜ କରିବା, ପ୍ରବୃତ୍ତ ହେବା

Enterprise

ଉଦ୍ୟୋଗ, ସାହସିକ କର୍ମ

Entertain

ଆପ୍ୟାୟିତ କରିବା, ଗ୍ରହଣ କରିବା, ପୋଷଣ କରିବା

Entertainment

ଆପ୍ୟାୟନ, ଆମୋଦପ୍ରମୋଦ

Entitle

ହକଦାର କରିବା, ଅଭିହିତ କରିବା, ଉପାଧି ଦେବା

Entitled

ହକଦାର, ଅଭିହିତ, ଉପାଧିପ୍ରାପ୍ତ

Entitlement

ହକଦାରି

Entrance

ପ୍ରବେଶ ଦ୍ୱାର, ପ୍ରବେଶାଧିକାର, ପ୍ରବେଶ, ଆଗମ

Entrant

ପ୍ରବେଶକାରୀ

Entry

ପ୍ରବେଶ, ଦରଜ, ପ୍ରବେଶ ଦ୍ୱାର

Entry level job

ପ୍ରବେଶସ୍ତର କାର୍ଯ୍ୟ

Enumeration

ପରିଗଣନା

Environment

ପରିବେଶ, ପର୍ଯ୍ୟାବରଣ

Envoy

ରାଷ୍ଟ୍ର ପ୍ରତିନିଧି

Epidemic (disease)

ସଂକ୍ରାମକ, ସଂକ୍ରାମକ ରୋଗ, ମହାମାରୀ

Epitome

ସଂକ୍ଷିପ୍ତ ସାର

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App