ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Equality

ସମାନତା, ସମତା

Equilibrium

ସମତୁଳନ , ସାମ୍ୟ ସ୍ଥିତି, ଭାରସାମ୍ୟ

Equipment

ସାଜ, ସାଜ ସରଞ୍ଜାମ, ସାଜସଜ୍ଜା

Equity

ନ୍ୟାୟ, ନିଷ୍ପକ୍ଷତା, ସାମ୍ୟ

Equivalent

ସମମୂଲ୍ୟ ବିଶିଷ୍ଟ, ସମତୂଲ୍ୟ

Equivocal

ଅନେକାର୍ଥକ, ଦ୍ୱିଅର୍ଥବୋଧକ

Eradicate

ମୂଳୋତ୍ପାଟନ, ଉନମୂଳନ

Errata

ଅଶୁଦ୍ଧିପତ୍ର

Error

ତ୍ରୁଟି

Escalation

ବୃଦ୍ଧି

Escort

ଦେହରକ୍ଷୀ, ରକ୍ଷାଚର, ସହଚର

Essential

ଅତ୍ୟାବଶ୍ୟକ, ସାରଭୂତ

Establishment

ପ୍ରତିଷ୍ଠାନ, ପ୍ରତିପାଦନ, କର୍ମଚାରୀ ଗର୍ଗ

Estimate

ଅଟକଳ କରିବା, ଜ୍ଞାନ କରିବା, ପ୍ରାକ୍କଳନ କରିବା, ଅଟକଳ, ପ୍ରାକ୍କଳନ

Estimated cost

ପ୍ରାକ୍କଳିତ ବ୍ୟୟ

Ethics

ନୀତିଶାସ୍ତ୍ର, ସଦାଚାର

Etiquette

ଭଦ୍ରାଚାର, ଆଦବ-କାଇଦା

Evacuation

ବାସ୍ତୁହରଣ, ମଳତ୍ୟାଗ, ନିଷ୍କ୍ରମଣ

Evade

ଏଡ଼ିବା, ଟାଳିବା

Evaluation

ମୂଲ୍ୟ ନିର୍ଦ୍ଧାରଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App