ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Even number

ଯୁଗ୍ମ ସଂଖ୍ୟା

Eventual

ସମ୍ଭାବ୍ୟ, ଅନ୍ତିମ

Eviction

ଦଖଲଚ୍ୟୁତି, ଉଚ୍ଛେଦ, ବେଦଖଲି

Evidence

ସାକ୍ଷ୍ୟ, ସ୍ପଷ୍ଟତା, ପ୍ରମାଣ

Evolve

ବିବର୍ତ୍ତିତ ହେବା, କ୍ରମ ବିକଶିତ ହେବା

Exact

ଠିକ୍, ଯଥାର୍ଥ, ଅବିକଳ, ବଳ ପୂର୍ବକ ଆଦାୟ କରିବା

Examination

ପରୀ କ୍ଷା

Examinee

ପରୀକ୍ଷାର୍ଥୀ

Examiner

ପରୀକ୍ଷକ

Example

ଉଦାହରଣ

Excavation

ଉତ୍ଖନନ

Excellent

ଉତ୍କୃଷ୍ଟ, ମହତ୍ତ୍ୱ

Exception

ବ୍ୟତିକ୍ରମ, ଆପତ୍ତି, ନିପାତନ

Exceptional

ଅସାଧାରଣ ବିଶେଷ, ନିୟମ ବହିର୍ଭୁତ

Excess

ଅତିଶୟ, ଅତ୍ୟଧିକ

Exchange

ବିନିମୟ, ବିନିମୟ କାର୍ଯ୍ୟାଳୟ, ବିନିମୟ କରିବା, ଅଦଳବଦଳ

Exchequer

ରାଜକୋଷ

Excise (=excise duty)

ଅବକାରୀ ଟିକସ, ଉତ୍ପାଦନ ଶୁଳ୍କ, କର୍ତ୍ତନ କରିବା, ଅବକାରୀ ଟିକସ ଧାର୍ଯ୍ୟ କରିବା

Exclude

ବହିଷ୍କୃତ କରିବା, ବାଦ ଦେବା

Exclusive

ବହିର୍ଭୂତ, ସମାଜ ବାସନ୍ଦ ଯୋଗ୍ୟ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App