ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Fix

ଧାର୍ଯ୍ୟ କରିବା, ସ୍ଥିର କରିବା, ଲଗାଇବା, ସ୍ଥାୟୀ କରିବା, ଆୟୋଜନ କରିବା

Fixation

ସ୍ଥିରୀକରଣ

Fixed

ନିୟତ, ସ୍ଥାୟୀ, ସ୍ଥିରୀକୃତ, ଧାର୍ଯ୍ୟ

Flag

ପତାକା, ନିଶାଣ, ଧ୍ୱଜା

Flap

ଲଟକଣ, ଆଚ୍ଛାଦକ, ଡେଣା ଝାଡିବା

Flat

ଚେପ୍ଟା, ନିସ୍ତେଜ, ସମଭୂମି, ଭବନାଂଶ, ଫ୍ଲାଟ

Fleet

ଦ୍ରୁତଗାମୀ, ନୌବହର, ପୋଡ ସମୂହ

Flexibility

ମନମୀୟତା

Flight

ଉଡ଼ିବା ଶକ୍ତି, ବିମାନ ଯାତ୍ରୀ, ଉଡ଼ାଣ, ଉଡନ୍ତା ପକ୍ଷୀ ଦଳ

Flood relief

ବନ୍ୟା ରିଲିଫ୍

Floor

ଚଟାଣ, ତଳ, ମହଲା

Flow

ପ୍ରବାହିତ ହେବା, ପ୍ରବାହ

Fluctuation

ଦୋଳାୟମାନ ଅବସ୍ଥା, ହ୍ରାସବୃଦ୍ଧି

Foeticide

ଭୃଣହତ୍ୟା

Folder

ଭାଙ୍ଗକରା ଖୋଲ, ଭାଙ୍ଗକରା ବହି, ଫୋଲଡ଼ର

Folio

ଭଙ୍ଗା-କାଗଜ, ଫୋଲିଓ

Follow

ଅନୁସରଣ କରିବା, ଅନୁଗମନ କରିବା, ବୁଝି ପାରିବା

Following

ନିନ୍ମଲିଖିତ, ପରବର୍ତ୍ତୀ, ଅନୁଗାମୀ ବର୍ଗ

Follower

ଅନୁଗାମୀ ବ୍ୟକ୍ତି, ଅନୁସଣିଆଁ

Foment

ସେକିବା, ଉତ୍ତେଜିତ କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App