ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456Next >

Fabricate

ଗଢ଼ିବା, ଜାଲ୍ କରିବା

Face value

ମୁଦ୍ରିତ ମୂଲ୍ୟ, ଅଭିହିତ ମୂଲ୍ୟ

Facilitate

ସୁବିଧା କରିବା, ସହଜ କରିବା

Facility

ସୁବିଧା,ସୌକର୍ଯ୍ୟ

Facsimile

ପ୍ରତିରୂପ, ଅବିକଳ ପ୍ରତିଲିପି

Fact

ତଥ୍ୟ, ସତ୍ୟତା

Factionalism

ଦଳବାଦ, ଗୋଷ୍ଠୀବାଦ

Factor

ଗୁଣନୀୟକ, ଉତ୍ପାଦକ, ଘଟକ, କାରକ, ବିଷୟ, ଗୁମାସ୍ତା

Factory

କାରଖାନା

Factual

ତଥ୍ୟମୂଳକ, ବାସ୍ତବିକ

Faculty

ସାମର୍ଥ୍ୟ, ଅନୁଷଦ, ବିଭାଗୀୟ, ଅଧ୍ୟାପକ ଗୋଷ୍ଠୀ

Fail

ଅକୃତକାର୍ଯ୍ୟ ହେବା, ନିରାଶ କରିବା, କ୍ଷୀଣ ହେବା, ଅସଫଳ ହେବା, ଅକୃତକାର୍ଯ୍ୟତା, ଅସଫଳତା, ଫେଲ୍

Fair

ମେଳା, ଉଚିତ, ସୁନ୍ଦର, ଗୋରା, ପ୍ରାଞ୍ଜଳ, ପରିଷ୍କାର

Faith

ଧର୍ମବିଶ୍ୱାସ, ବିଶ୍ୱାସ

Fake

ନକଲି, ଜାଲ୍, ମନଗଡ଼ା

Family

ପରିବାର, କୁଟୁମ୍ୱ

Famine

ଦୁର୍ଭିକ୍ଷ

Fare

ଖୋରାକି, ଯାତ୍ରି ମାସୁଲ, ଯାତ୍ରୀ, ସଫଳ ହେବା, ଯାତ୍ରା କରିବା, ଖୁଆଇବା

Farewell

ବିଦାୟ

Farming

କୃଷି କର୍ମ, ଚାଷ କାମ
< previous123456Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App