ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Glossary

ଶଦ୍ଦକୋଷ, ପରିଭାଷା

Goal

ଲକ୍ଷ୍ୟ, ଗୋଲ୍

Godown

ଗୋଦାମ

Golden handshake(=golden parachute)

ଛଟେଇ ମୁଳକ ଅବସର ଜନିତ ଦେୟ

Good

ଉତ୍ତମ

Good conduct

ଉତ୍ତମ ଆଚରଣ

Good faith

ସଦ୍ ବିଶ୍ୱାସ

Good offices

ମଧ୍ୟସ୍ଥତା

Goodwill

ସଦ୍ଦିଚ୍ଛା, ସଦ୍ଭାବନା, ସୁନାମ

Govern

ଶାସନ କରିବା, ନିୟନ୍ତ୍ରଣ କରିବା, ପରିଚାଳନା କରିବା

Governance

ଶାସନ ରୀତି, ଶାସନ କ୍ଷମତା

Government

ଶାସନ, ସରକାର

Government of India

ଭାରତ ସରକାର

Government of India Concern

ଭାରତ ସରକାର ଉପକ୍ରମ

Government of India Undertaking

ଭାରତ ସରକାର ଉପକ୍ରମ

Government press

ଭାରତ ସରକାର ମୁଦ୍ରାଣାଳୟ

Government servants conduct rules

ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ

Government service

ସରକାରୀ ସେବା

Gradation

ଅନୁକ୍ରମ, ପଦକ୍ରମ

Grade

ପଦକ୍ରମ, ଶ୍ରେଣୀ, ବେଦନମାଳା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App