ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Gross negligence

ଘୋର ଅବହେଳା

Gross profit

ମୋଟ ଲାଭ

Gross revenue

ମୋଟ ରାଜସ୍ୱ

Gross total

ସର୍ବମୋଟ ମିଶ୍ରଣ

Groundless

ନିରାଧାର

Ground rent

ପଟାଯୁକ୍ତ ଘରଜମି ଖଜଣା

Grounds

ଆଧାର, ମୂଳ କାରଣ

Group

ସମୂହ, ବର୍ଗ

Grouping and grading

ବର୍ଗୀକରଣ ଏବଂ ଶ୍ରେଣୀ କରଣ, ବର୍ଗ କ୍ରମ ଏବଂ ପ୍ୟକ୍ରମ

Guarantee

ପ୍ରତ୍ୟାଭୂତି, ନିର୍ଭରତା, ଗାରେଣ୍ଟି

Guarantor

ପ୍ରତିଭୂତି ଦାତା, ଗାରେଣ୍ଟି ଦାତା, ଜାମିନଦାର

Guard

ପ୍ରହରୀ, ରକ୍ଷୀ, ତତ୍ତ୍ୱାବଧାରକ, ରକ୍ଷା କରିବା, ପହରା ଦେବା

Guard file

ରକ୍ଷକ ନଥି, ଗାର୍ଡ ଫାଇଲ୍

Guardian

ଅଭିଭାବକ

Guest house

ଅତିଥି ଗୃହ, ଅତିଥିଶାଳା

Guide

ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ଗାଇଡ୍, ବାଟ ବତେଇବା, ଦିଗଦର୍ଶନ ଦେବା, ନିୟନ୍ତ୍ରଣ କରିବା

Guidelines

ନିର୍ଦ୍ଦେଶକ ନିୟମାବଳୀ

Guilt

ଦୋଷୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App