ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234Next >

Gainful employment

ଲାଭକାରୀ ରୋଜଗାର

Gainful occupation

ଲାଭକାରୀ ବ୍ୟବସାୟ

Gate pass

ପ୍ରବେଶ ପତ୍ର

Gazetted

ଗେଜେଟଭୁକ୍ତ, ରାଜପତ୍ରିତ

Gazetted holiday

ରାଜପତ୍ରିତ ଅବକାଶଯ/ଛୁଟି

General

ସାଧାରଣ, ସାର୍ବଜନିକ, ବ୍ୟାପକ

General administration

ସାଧାରଣ ପ୍ରଶାସନ

General body

ସାଧାରଣ ନିକାୟ

General election

ସାଧାରଣ ନିର୍ବାଚନ

General meeting

ସାଧାରଣ ସଭା

General practice

ସାଧାରଣ ଅଭ୍ୟାସ

General procedure

ସାଧାରଣ ପ୍ରକ୍ରିୟା

General rule

ସାଧାରଣ ନିୟମ

General ward

ସାଧାରଣ ଓ୍ୱାର୍ଡ/ବିଭାଗ

Generation

ଉତ୍ପାଦନ, ପୀଢ଼ି, ପୁରୁଷ

Genius

ପ୍ରତିଭାଶାଳୀ ବ୍ୟକ୍ତି, ପ୍ରତିଭା

Genuine

ଯଥାର୍ଥ, ଅସଲି, ଖାଣ୍ଟି, ପ୍ରାମାଣିକ, ବିଶୁଦ୍ଧ

Gift

ଉପହାର

Gist

ସାରାଂଶ, ସଂକ୍ଷିପ୍ତ ବିବରଣ

Global tender

ବିଶ୍ୱ ନିବିଦାପତ୍ର/ଟେଣ୍ଡର
< previous1234Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App