ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Haulage

ଲଦେଇ ଶୁଳ୍କ

Hawker

ଫେରିବାଲା, ବୁଲା ବିକାଳି

Hazard

ସଙ୍କଟ, ସଙ୍କଟ ବରଣ କରିବା

Head

ମୁଣ୍ଡ, ମୁଖ୍ୟ, ପ୍ରଧାନ, ବୁଦ୍ଧି, ଶୀର୍ଷ, ସାମନା କରିବା, ଅଗ୍ରସର ହେବା, ନେତୃତ୍ୱ ନେବା

Head office

ମୁଖ୍ୟ କାର୍ଯ୍ୟାଳୟ

Headquarter

ସଦର ମହକୁମା, ମୁଖ୍ୟାଳୟ

Health certificate

ସ୍ୱାସ୍ଥ୍ୟ ଅଧିକାରୀ

Hearing

ଶୁଣାଣି, ଶ୍ରବଣ ଶକ୍ତି

Hearsay

ଶୁଣା କଥା, ଜନରବ

Heavy vehicle

ଭାରି ବାହନ, ଚୌରସ ଯାନ

Heir

ଜାୟାର୍ଦ, ଓ୍ୱାରସ, ଉତ୍ତରାଧିକାରୀ

Held up

ଅଟକିଥିବା

Herewith

ଏହା ସହିତ

Heritage

ଦାୟ, ପରମ୍ପରା, ଐତିହାସିକ କୀର୍ତ୍ତି

Hierarchy

ପଦାନୁକ୍ରମ, ପୁରୋହିତ ତନ୍ତ୍ର, କ୍ରମୋଚ୍ଚ ବ୍ୟବସ୍ଥା

Higher authority

ଉଚ୍ଚ କର୍ତ୍ତୃପକ୍ଷ

High grade

ଉଚ୍ଚ ପଦକ୍ରମ

High level

ଉଚ୍ଚସ୍ତରୀୟ

High level decision

ଉଚ୍ଚସ୍ତରୀୟ ନିର୍ଣ୍ଣୟ

Highlights

ପ୍ରଧାନ ଅଂଶ, ମୁଖ୍ୟାଂଶ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App