ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

High official

ଉଚ୍ଚ ଅଧିକାରୀ

High priorty

ଉଚ୍ଚ ଅଗ୍ରାଧିକାର, ଉଚ୍ଚ ପ୍ରାଥମିକତା

High school

ଉଚ୍ଚ ବିଦ୍ୟାଳୟ

Hindi version

ହିନ୍ଦିରୁପାନ୍ତର

Hire

ଭଡ଼ା ଲଗାଇବା, ଭଡ଼ାଲେ ନେବା

Hiring

ଉଡାନେବା

History sheet

ଇତିହାସ ଫର୍ଦ୍ଦ

Hoarding

ବିଜ୍ଞାପନ ପଟା, ଅସ୍ଥାୟୀ ହାଲୁକା ବାଡ, ଜମାଖୋରି, ମହଜଦୁଦଖୋରି

Holding

ଜୋତ, ହୋଲଡିଂ

Holiday

ଛୁଟଦିନ, ଅବକାଶ

Homage

ଶ୍ରଦ୍ଧାଞ୍ଜଳି

Home

ଘର, ସ୍ୱରାଷ୍ଟ୍ର, ସ୍ୱଦେଶ

Homicide

ନରବଧ, ନରହତ୍ୟା

Honest

ସାଧୁ, ସଚ୍ଚୋଟ

Honorarium

ମାନ ଦେୟ, ପାରିତୋଷିକ

Honorary

ଅବୈତନିକ, ମାନଦାୟୀ

Honour

ସମ୍ମାନ, ମମ୍ମାନିତ କରିବା, ଗ୍ରହଣ କରିବା, ଅତିଥିସତ୍କାର କରିବା

Hostel

ଛାତ୍ରାବାସ, ଛାତ୍ରୀନିବାସ, ହଷ୍ଟେଲ୍

Hostile

ପ୍ରତିକୂଳ, ବିରୋଧ

House rent

ଘରଭଡ଼ା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App