ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Immediate action

ତୁରନ୍ତ ପଦକ୍ଷେପ

Immediate officer

ଆସନ୍ନ ଅଧିକାରୀ

Immigrant

ଆପ୍ରବାସୀ, ବିଦେଶାଗତ

Immoral

ଅନୈତିକ, ଅସାଧୁ, ଦୁରାଚାରୀ

Immovable

ସ୍ଥାବର, ଅଚଳନ୍ତି, ଅଚଳ

Immune

ପ୍ରତିରୋଧକାରୀ, ପ୍ରତିରୋଧକ୍ଷମ

Immunity

ପ୍ରତିରୋଧକାରିତା, ପ୍ରତିରୋଧ କ୍ଷମତା, ସଂକ୍ରମଣ ବାଧକତ୍ୱ

Impact

ସଂଘାତ, ପ୍ରଭାବ

Impartial

ନିଷ୍ପକ୍ଷ, ନିରପେକ୍ଷ, ସମଦର୍ଶୀ

Impeachment

ମହାଭିଯୋଗ

Impediment

ବାଧା, ଅନ୍ତରାୟ, ବାକଦୋଷ

Imperative

ଶିରୋଧାର୍ଯ୍ୟ, ଆଜ୍ଞାର୍ଥକ

Impersonation

ପର ରୂପଧାରଣ

Implement

ସରଞ୍ଜାମ, ଉପକରଣ, କାର୍ଯ୍ୟକାରୀ କରିବା, ସାଧନ କରିବା

Implicate

ଜଡ଼ିତ କରିବା, ସଂଶ୍ଲିଷ୍ଟ କରିବା

Implicite

ଅନ୍ତର୍ନିହିତ, ନିର୍ବିବାଦ

Import

ଆମଦାନୀ କରିବା, ଆମ ଦାନୀ, ତାତ୍ପର୍ଯ୍ୟ, ଗୁରୁତ୍ୱ, ପ୍ରାଧାନ୍ୟ

Important

ଗୁରୁତ୍ୱପୂର୍ଣ୍ଣ, ସହତ୍ତ୍ୱପୂର୍ଣ୍ଣ

Importer

ଆୟାତକ

Impost

ମାହାସୁଲ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App