ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Independence day

ସ୍ୱାଧୀନତା ଦିବସ

Independent

ସ୍ୱାଧୀନ

Index

ସୂଚକ ପତ୍ର, ସୂଚକ, ମୂଲ୍ୟସୂଚୀ ନିର୍ଦ୍ଧାରଣ

Index card

ନିର୍ଦ୍ଦେଶିକ ପତ୍ର

Indication

ସଂକେତ, ସୂଚନା

Indict

ଅପରାଧ ଆରୋପ କରିବା

Indifference

ଉଦାସୀନ, ନିରପେକ୍ଷ

Indirect

ପରୋକ୍ଷ, ଅପ୍ରତ୍ୟକ୍ଷ

Indiscipline

ବିଶୃଙ୍ଖଳା, ଅନୁଶାସନ ହୀନତା

Indiscretion

ଅବିବେକିତା

Indiscriminate

ବାଛବିଚାର ନକରି, ନିର୍ବିଚାରରେ, ଅବିଚାରିତ ଭାବେ

Indisputable

ନିର୍ବିବାଦ

Indistinct

ଅସ୍ପଷ୍ଟ

Indorsement

ପୃଷ୍ଠାଙ୍କନ

Individual

ବ୍ୟକ୍ତି, ବ୍ୟକ୍ତିଗତ

Induction

ପ୍ରରୋଚନା, ଆରୋହ, ଅନୁମାନ, ପଦାସୀନ କରଣ

In duplicate

ଦୁଇ କିତାରେ, ଅନୁଲିପି ସହିତ

Industrialization

ଉଦ୍ୟୋଗୀକରଣ, ଶିଳ୍ପାୟନ

Industrial staff

ଔଦ୍ୟୋଗିକ କର୍ମଚାରି

Industrious

ଅଧ୍ୟବସାୟୀ, ଉଦ୍ୟୋଗୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App