ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Inherit

ଉତ୍ତରାଧୀକରୀ ଭାବେ ପାଇବା, ଦାୟ ସୂତ୍ରେ ପାଇବା

Initial

ଆଦ୍ୟ, ପ୍ରାରମ୍ଭିକ, ଆଦ୍ୟାକ୍ଷର କରିବା, ସଂକ୍ଷିପ୍ତ ସ୍ୱାକ୍ଷର କରିବା, ସଂକ୍ଷିପ୍ତ ସ୍ୱକ୍ଷର, ଆଦ୍ୟକ୍ଷର

Initials

ଆଦ୍ୟ ଅକ୍ଷର, ପ୍ରାରମ୍ଭିକ

Initiate

ଆରମ୍ଭ କରିବା, ଦୀକ୍ଷିତ କରିବା, ନବଦୀକ୍ଷିତ, ନବଦୀକ୍ଷିତ ବ୍ୟକ୍ତି

Injuction

ଆଦେଶନାମା

Injury

କ୍ଷତି କରିବା, ଆଘାତ କରିବା

Inland letter

ଅନ୍ତର୍ଦେଶୀୟ

Inoculation

ଟିକା ଦାନ

Input

ନିଦେଶ, ଲଗୁଡ଼ି

Inquiry

ତଦନ୍ତ, ଜିଜ୍ଞାସା, ପଚାରାଉଚୁରା

Insert

ଭର୍ତ୍ତି କରିବା, ଅନ୍ତଃସ୍ଥାପନ କରିବା

Insight

ଅନ୍ତର୍ଦୃଷ୍ଟି

Inspect

ନିରୀକ୍ଷଣ କରିବା, ପରିଦର୍ଶନ କରିବା

Inspector

ପରିଦର୍ଶକ

Instability

ଅସ୍ଥାୟୀତ୍ୱ, ଅସ୍ଥିରତା

Installation

ସଂସ୍ଥାପନ

Instalment

କିସ୍ତି

Instigate

ପ୍ରରୋଚିତ କରିବା, ମତାଇବା

Instigation

ପ୍ରରୋଚନା, ମତାଣ

Institute

ଅନୁଷ୍ଠାନ, ଆରମ୍ଭ କରିବା, ଦେଏର କରିବା, ପ୍ରତିଷ୍ଠା କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App