ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Idea

ଧାରଣା, ମତା ବା ବିଶ୍ୱାସ

Ideal

ଆଦର୍ଶ, ସର୍ବୋତ୍କୃଷ୍ଟ

Identical

ସର୍ବସମ, ଏକାଭଳି, ଅଭିନ୍ନ

Identification

ଚିହ୍ନଟ, ସମୀକରଣ, ଅଭିନ୍ନତା

Identity

ସର୍ବସମତା, ଚିହ୍ନଟ, ପରିଚୟ

Identity card

ପରିଚୟ ପତ୍ର

Ignorance

ଅବଜ୍ଞା

Ignore

ଉପେକ୍ଷା କରିବା

Illegal

ବେଆଇନ, ଆଇନ ବିରୁଦ୍ଧ

Illegal strike

ଅବୈଧ ହଡତାଳ

Illigible

ଅସ୍ପଷ୍ଟ, ଦୁଷ୍ପାଠ୍ୟ

Ill-feeling

ଅସୁସ୍ଥ ମନୋଭାବ, ମନ୍ଦ ଭାବନା

Illicit

ଅନୁଚିତ, ନିଷିଦ୍ଧ

Illiteracy

ନିରକ୍ଷରତା

Illogical

ଅଯୁକ୍ତିକର, ଅଯୌ କ୍ତିକ, ଅସଙ୍ଗତ

Illustration

ଦୃଷ୍ଟାନ୍ତ, ଉଦାହରଣ, ସଚିତ୍ର ପ୍ରଦର୍ଶନ, ବ୍ୟାଖ୍ୟାନ

Image

ପ୍ରତିମା, ପ୍ରତିବିମ୍ୱ, ରୂପକଳ୍ପ, ଭାବମୁର୍ତ୍ତ, ଖ୍ୟାତି, ଅବଧାରଣା

Imbalance

ଅସଂତୁଳନ, ଅସମତୁଳନା

Immature

ଅପରିପକ୍ୱ, ଅପରିଣତ, ଅବିକଶିତ

Immediate

ଅଦୂର, ତୁରନ୍ତ, ତତକ୍ଷଣାତ, ସେହିକ୍ଷଣି, ଅବ୍ୟବହିତ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App