ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Last date

ଶେଷ ତାରିଖ

Lasting

ଦିର୍ଘସ୍ଥାୟୀ

Lastly

ସର୍ବଶେଷରେ, ପରିଶେଷରେ

Last payment

ଅନ୍ତିମ ପ୍ରଦତ୍ତ ଅର୍ଥ

Late

ବିଳମ୍ୱିତ, ସ୍ୱର୍ଗତ, ଦିବଂଗତ, ବିଳମ୍ୱରେ, ସମ୍ପ୍ରତି

Late attendance statement

ବିଳମ୍ୱିତ ଉପସ୍ଥାନ

Late duty

ବିଳମ୍ୱିତ କାର୍ଯ୍ୟ

Late payment

ବିଳମ୍ୱିରେ ପ୍ରଦତ୍ତ ଅର୍ଥ

Latest

ଶେଷମତ, ଅଧୁନାତନ, ସବ୍ୟତମ

Laudable

ପ୍ରଶଂସନୀୟ, ପ୍ରଶଂସାର୍ହ

Launch

ପ୍ରାରମ୍ଭ କରନା

Law

ବିଧି, ଆଇନ୍, ନିୟମ

Law and order

ଆଇନ ଓ ଶୃଙ୍ଖଳା, ବିଧି ଓ ବ୍ୟବସ୍ଥା

Law breaker

ଆଇନ ଭଙ୍ଗକାରୀ

Law court (=court of law)

ନ୍ୟାୟାଳୟ

Lawsuit

ବାଦ

Lawyer

ଓକିଲ, ବିଧିବକ୍ତା

Layoff

ଛଟେଇ, ଛଟେଇ କରିବା

Layout

ଅଭିନ୍ୟାସ କରିବା, ବନେଇବା, ଅଭିନ୍ୟାସ, ସଜ୍ଜୀକରଣ

Leader

ନେତା, ଅଗ୍ରଲେଖା, ଦଳମୁଖ୍ୟ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App