ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Leadership quality

ନେତୃତ୍ୱ କ୍ଷମତା

Leaflet

ପର୍ଣ୍ଣିକା, ପ୍ରଚାର ପତ୍ରିକା

Leak

ଗଳିବା, ଗୁପ୍ତତଥ୍ୟ ପ୍ରକାଶ ହେବା, କଣା, ଗଳନ, କ୍ଷରଣ, ଗୁପ୍ତତଥ୍ୟ ପ୍ରକାଶ

Leap year

ଅଧିବର୍ଷ

Learning

ପାଣ୍ଡିତ୍ୟ, ଜ୍ଞାନ, ବିଦ୍ୟା

Lease

ଚୁକ୍ତି, ଭଡ଼ା, ପଟ୍ଟା, ପଟ୍ଟା ଦେବା, ଭଡ଼ାଦେବା

Leased accommodation

ପଟା ଆବାସ

Leasehold

ପଟ୍ଟାଦାରି, ପଟ୍ଟାଜମି

Leaseholder

ପଟ୍ଟାଦାର

Leasing

ପଟାଦେବା, ରିଜଦେବା

Leave

ଅନୁମତି, ଛୁଟି, ବିଦାୟ, ଅବସର,ତ୍ୟାଗ କରିବା, ଛାଡିବା, ଛାଡ଼ି ଚାଲିଜିବା, ବିଦାୟ ନେବା

Leave encashment

ଛୁଟି ଭଙ୍ଗାଇବା

Leave salary

ଛୁଟି ଦରମା

Leave vacancy

ଛୁଟିଜନିତ ଶୂନ୍ୟସ୍ଥାନ

Leave without pay

ବିନା ବେତନ ଛୁଟି

Leave with pay

ବେତନ ଛୁଟି

Lecture hall

ବକୃତା କକ୍ଷ, ଭାଷଣ ପ୍ରକୋଷ୍ଠ, ଅଧ୍ୟାପନା କକ୍ଷ

Ledger

ଲେଜର୍, ଖାତା

Ledger balance

ଖାତା ହିସାବ

Legacy

ବସିୟତ, ଇଚ୍ଛାପତ୍ର

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App