ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Liaison

ଯୋଗସୂତ୍ର, ସଂପର୍କ ରକ୍ଷା, ସଂଯୋଗ, ଯୋଗାଯୋଗ

Library

ଗ୍ରନ୍ଥାଗାର, ପାଠାଗାର

Licence

ଅନୁଜ୍ଞପ୍ତି, ଲାଇସେନସ

Licence holder

ଅନୁଜ୍ଞପ୍ରାପ୍ତି ଅଧିକାରି

Licensed

ଲାଇସେନସ ପ୍ରାପ୍ତ

Licensee

ଅନୁଜ୍ଞପ୍ତ ବ୍ୟକ୍ତି, ଲାଇସେନସୀ

Lien

ଧାରଣାଧିକାର, ସ୍ୱସ୍ଥାନ ଦଖଲ ଅଧିକାର

Life certificate

ଜୀବନ ପ୍ରମାଣପତ୍ର

Limit

ସୀମିତ କରିବା, ଆକଟ କରିବା,ସୀମା

Limitation

ସୀମା ବନ୍ଧନ, ପରିସୀମା, ଆକଟ

Limited

ସସୀମ, ସମାବଦ୍ଧ, ସୀମିତ

Limited concern

ନିୟନ୍ତ୍ରିତ ପ୍ରତିଷ୍ଠାନ

Limited liability

ସୀମିତ ଦାୟିତ୍ୱ

Limited tender

ସୀମିତ ନିବେଦ, ସୀମିତ ଟେଣ୍ଡର

Link

କଡ଼ି, ସଂଯୋଗ, ଯୋଡିବା

Linked

ସଂଯୋଗକୃତ

Linked file

ସଂଯୋଗକୃତ ଫାଇଲ୍, ସଂଲଗ୍ନ ନଥି

Link language

ସଂଯୋଜନ ଭାଷା

Liquidated damages

ସମାପିତ କ୍ଷତି

Liquidation

ସମାପନ, ଦେବାଳିଆ, ସପତ୍ତିର ହିସାବ ନିକାଶ, ଋଣ ପରିଶୋଧକ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App