ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Liquidator

ସମାପକ, ଦେବାଳିଆ, ସଂପତ୍ତିର ଋଣ ପରିଶୋଧକ

List

ତାଲିକା କରିବା, ତାଲିକା, ଚିଠା

List of business

କାର୍ଯ୍ୟସୂଚୀ

Literate

ସାକ୍ଷର, ଲିଖନ-ପଠ କ୍ଷମ

Litigant

ମକଦ୍ଧମାରେ ଜଡ଼ିତ ପକ୍ଷ, ବିବଦମାନ, ମକଦ୍ଦମାଖୋର

Litigation

ମାଲିମକଦ୍ଦମା, ମକଦ୍ଦମାବାଜି

Livery allowance

ପେଷାକ ଭତ୍ତା

Livestock

ପଶୁସମ୍ପଦ

Living standard

ଜୀବନ ସ୍ତର

Living wage

ଜୀବୀକା ନିର୍ବାହ ଖର୍ଚ୍ଚ

Loading

ବୋଝେଇ, ଲଦନ

Loan

କରଜ, ଧାର, ଋଣ

Loaner

କରଜ ନେବା ଲୋକ

Loaning department

କରଜ ଦେବା ବିଭାଗ

Lobby

ଲବି, ଗୋଷ୍ଠୀ କକ୍ଷ, ଅପେକ୍ଷାଗୃହ ବାରଣ୍ଡା, ଗୋଷ୍ଠୀମତ ପ୍ରଚାର କରିବା

Lobbying

ସମର୍ଥନ ମୋଗାତ କରିବା

Lock in period

ତାଲାବନ୍ଦ ସମୟ

Lock out

ତାଲାବନ୍ଦୀ, ତାଲାବନ୍ଦ ଘୋଷଣା

Locus standi

ବୈଧ ସ୍ଥିତି, ସ୍ଥିତି ଅଧିକାର

Lodging

ଭଡ଼ା ଘର, ଲଜିଂ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App