ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Mortality

ମୃତ୍ୟୁସଂଖ୍ୟା, ମରଣଶୀଳତା

Mortgage

ବନ୍ଧକ, ବନ୍ଧକ ଦେବା

Most confidential

ଅତ୍ୟନ୍ତ ଗୋପନୀୟ

Mother tongue

ମାତୃଭାଷା

Motion

ପ୍ରସ୍ତାବ, ଗତି, ସମାବେଦନ, ମଳତ୍ୟାଗ

Motion study

ଗତି ଅଧ୍ୟୟନ

Motivation

ପ୍ରେରଣା ଦେବା

Motive

ପ୍ରେରଣା, ଅଭିପ୍ରାୟ, ଉଦ୍ଦେଶ୍ୟ, ପ୍ରେରକ, ଗତିଦାୟୀ

Motto

ଆଦର୍ଶ ଉକ୍ତି, ନୀତି ବାକ୍ୟ

Mouthpiece

ମୁଖପାତ୍ର, ପ୍ରବକ୍ତା, ମୁଖନଳ, ଲଗାମ, ଫୋନ୍ ରିସିଭର

Movable

ଅସ୍ଥାବର, ଗତିଶୀଳ, ଚଳନ୍ତି

Move

ଚଳେଇବା, ଘୁଞ୍ଚିବା, ଘୁଞ୍ଚାଇବା, ଆଗତ କରିବା, ଚେଷ୍ଟା ଆରମ୍ଭ, ଚଳନ, ଚାଳନ, ପଦକ୍ଷେପ, ପ୍ରସ୍ଥାନ

Movement

ଚଳନ୍ତ, ଚାଲିଚଳନ, ଆନ୍ଦୋଳନ, ଲୟ

Multifarious (duties)

ବହୁବିଧ, ବିବିଧ

Multipurpose

ବହୁମୁଖୀ

Municipal tax

ପୌର କର

Museum

ସଂଗ୍ରହାଳୟ

Muster roll

ହାଜିରା ନାମାବଳୀ

Mutation

ଦାଖଲ ଖାରଜ୍, ନାମାନ୍ତରଣ

Mutatis mutandis

ଆବଶ୍ୟକ ପରିବର୍ତ୍ତନ ସହିତ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App