ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789Next >

Machinery

ଯନ୍ତ୍ରପାତି, କଳକବ୍ଜା

Machinery of government

ସରକାରୀ କଳ

Magazine

ଆୟୁଧାଗାର, ବାରୁଦଖାନା, ପତ୍ରିକା, ଗୁଳିଖୋପ

Mailing list

ଚିଠି ଯିବା ବ୍ୟକ୍ତିଙ୍କ ତାଲିକା

Maintain

ଭରଣପୋଷଣ କରିବା, ବଜୟ ରଖିବା, ଅନୁରକ୍ଷଣ କରିବା

Maintenance

ଭରଣପୋଷଣ, ରକ୍ଷା, ରକ୍ଷଣାବେକ୍ଷଣ

Major

ସାବାଳକ, ପ୍ରାପ୍ତବୟସ୍କ, ମୁଖ୍ୟ, ବୃହତ୍, ବଡ଼, ମେଜର୍, ଗୁରୁତର

Majority

ସାବାଳକତ୍ୱ, ବହୁମତ, ସଂଖ୍ୟାଧିକ୍ୟ

Major works

ବଡ଼ ନିର୍ମାଣ କାର୍ଯ୍ୟ

Make up

ପୁରଣ କରିବା

Maladjustment

କୁବ୍ୟବସ୍ଥା, ବେଖାପ ଅବସ୍ଥା

Maladministration

କୁ-ଶାସନ

Malafide

ଦୁରାଶୟ, ଅସଦ୍

Malice

ଅହିତ ଇଚ୍ଛା, ଦ୍ୱେଷ

Malpractice

ଅସଦାଚାର, ଅସଦାଚରଣ, କୁକ୍ରିୟା, ଅବୈଧ କର୍ମ

Maltreatment

ଦୁର୍ବ୍ୟବହାର, ଅତ୍ୟାଚାର

Management

ପରିଚାଳନାବର୍ଗ, ପରିଚାଳନା

Manager

ପରିଚାଳକ, ନିର୍ବାହକ

Mandate

ଜନାଦେଶ, ଆଦେଶନାମା

Mandatory

ଜନାଦିଷ୍ଟ, ଅବଶ୍ୟ ପାଳନୀୟ, ବାଧ୍ୟତାମୂଳକ, ଆଦେଶାତ୍ମକ
< previous123456789Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App