ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Negative

ନକାରାତ୍ମକ, ଫଟୋ ନେଗେଟିଭ, ପ୍ରଖ୍ୟାଖ୍ୟାନ

Neglect

ଅବହେଳା କରିବା, ଉପେକ୍ଷା କରିବା, ଅବହେଳା, ଉପେକ୍ଷା

Negligence

ଅବହେଳନ, ଉପେକ୍ଷା

Negligible

ଉପେକ୍ଷଣୀୟ, ନଗଣ୍ୟ

Negotiability

ଚୁକ୍ତି ଯୋଗ୍ୟ, ବିଚାରଣୀୟ

Negotiable instrument

ଚୁକ୍ତି ଲିଖିତ

Negotiation

କଥାବାର୍ତ୍ତା, ଚୁକ୍ତି ପୂର୍ବ ଆଲୋଚନା, ନିର୍ବନ୍ଧ, ଲେଖାପଢ଼ି

Negotiator

ମଧ୍ୟସ୍ଥ, ମଧ୍ୟସ୍ଥି

Nepotism

ସ୍ୱଜନ ତୋଷଣ, ସ୍ୱଜନ ପକ୍ଷପାତ

Net

ଜାଲ୍, ନିଟ୍, ଫାଶ, ଅବଶିଷ୍ଟ, ସର୍ବନିମ୍ନ, ପ୍ରକୃତ

Net investment

ପ୍ରକୃତ ନିବେଶ

Neutral

ନିଷ୍ପକ୍ଷ, ନିରପେକ୍ଷ

News

ସମ୍ବାଦ, ଖବର

Newsletter

ସମାଚାର ପତ୍ର

Newspaper

ସମ୍ବାଦପତ୍ର, ଖବରକାଗଜ

News reader

ସମ୍ବାଦ ବକ୍ତା, ଖବର ବକ୍ତା, ସମାଚାର ବକ୍ତା

Next of kin

ପତ୍ରିକା ଦୋକାନ

Night duty

ରାତ୍ରି କର୍ତ୍ତବ୍ୟ

Nil report

କିଛିନାହିଁ ରିପୋର୍ଟ, ଶୂନ୍ୟ ରିପୋର୍ଟ

No admission

ପ୍ରବେଶ ନିଷେଧ, ପ୍ରବେଶ ମନା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App