ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

No demand certificate

ନା-ଦାବି ପ୍ରମାଣପତ୍ର

Nomenclature

ନାମମାତ୍ର, ଅତି ନଗଣ୍ୟ, ସାମାନ୍ୟ

Nominal cost

ନାମମାତ୍ର ମୂଲ୍ୟ

Nominal value

ନାମମାତ୍ର ମୂଲ୍ୟ, ମୁଦ୍ରିତ ମୂଲ୍ୟ

Nominate

ମନୋନୟନ କରିବା, ମନୋନୀତ କରିବା, ନାମିତ କରିବା

Nomination

ମନୋନୟନ, ନମାଙ୍କନ

Nominee

ମନୋନୀତ ବ୍ୟକ୍ତି

Non-age

ଅପ୍ରାପ୍ତବୟସ୍କତା, ନାବାଳକତା

Non-contributory

ଅଣସହାୟକ, ଅଣସାହାଯ୍ୟାକାରୀ, ଚାନ୍ଦା ଦିଆଯାଉନଥିବା

Non-essential

ଅନାବଶ୍ୟକ, ଅମଜରୁରୀ

Non-gazetted

ଅଣଗେଜେଟଭୁକ୍ତ, ଅରାଜପତ୍ରିତ

Non-interest bearing

ସୁଧରହିତ,

Non-judicial

ଅଣନ୍ୟାୟିକ

Non-ministrial

ଅଲିପିକ ବର୍ଗୀୟ

Non-negotiable

ଅବିନିମେୟ, ଅବିଚାରଣୀୟ

Non-official

ବେସରକାରୀ, ଘରୋଇ

Non-payment

ଅପ୍ରଦାନ, ଅପରିଶୋଧ, ଅନାଦାୟ

Non-payment certificate

ଅପ୍ରଦାନ ପ୍ରମାଣପତ୍ର, ଅପରିଶୋଧ ପ୍ରମାଣପତ୍ର, ଅନାଦାୟ ପ୍ରମାଣପତ୍ର

Non-practising allowance

ଅଣବୃତ୍ତିକ ଭତ୍ତା

Non-recurring expenditure

ଅନାବର୍ତ୍ତୀ ବ୍ୟୟ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App